Blog

Tag: Kalinga Bali Yatra

ବାଲିଲୋକ ଚୋର, ଏକଥା ବିଜୁବାବୁଙ୍କ ମୋଟେ ପସନ୍ଦ ହେଲାନି। ଅଫିସର ମହାଶୟ ହୁଏତ ସରକାରୀ ଦପ୍ତରର ଫାଇଲ୍‌ର ସଂକୋଚନ ଭିତରେ ବୁଡ଼ି ରହିଥିଲେ। ବିଜୁବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ଓଡ଼ିଆର ସ୍ୱପ୍ନ-ସାକାର ମୁହୂର୍ତ୍ତର ଆନନ୍ଦ ଓ ଅଭିମାନକୁ କଳନା କରିପାରି ନ ଥିଲେ। ବିଜୁବାବୁ ସିଂହପରି ଗର୍ଜି ଉଠିଲେ, ‘yes wanted that’ ବାଲିର ଲୋକେ ମୋ ଓଡ଼ିଶା ବାନ୍ଧଶାଢ଼ିର ପ୍ରେମରେ ପଡ଼ି ଯଦି ଚୋରି କଲେ ତା’ଠାରୁ ବଳି ଗୌରବର କଥା କିଛି ହୋଇନପାରେ। ଯିଏ… [read more]