ଅଭିରାମ ବିଶ୍ୱାଳ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର, କଟକ ସହରର ଓ ସେଇ କଟକର ଆନନ୍ଦ ଭବନର ବିଜୁବାବୁଙ୍କ ଜୀବନ ଉପରେ ପ୍ରଗାଢ଼ ପ୍ରଭାବ ପଡ଼ିଥିଲା। ଲକ୍ଷ୍ମୀ ନାରାୟଣ ବାବୁ କଟକର ତୁଳସୀପୁରରେ ଆନନ୍ଦ ଭବନ ତୋଳିଥିଲେ। ସେ ଭବନଟିରେ ଠାଏ ଲେଖାଯାଇଛି ୧୯୩୧। ପଟ୍ଟନାୟକ ବାବୁଙ୍କ ତିନିପୁଅଙ୍କ ପ୍ରଥମ ନାମ ସରୁଥିଲା ’ଆନନ୍ଦରେ’। ବିଜୟାନନ୍ଦ ବା ବିଜୁବାବୁଙ୍କ ପିଲାଦିନ ଓ ପରବର୍ତ୍ତୀ ଜୀବନର ଅନେକ ସ୍ମୃତି ସହ ଯୋଡା ଆନନ୍ଦ ଭବନ। ପାଖ ବାରବାଟୀ ଦୁର୍ଗର… [read more]