ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକଙ୍କ ନାଁ ସହ ଯେଉଁ ବିରଳ ଯଶକୀର୍ତ୍ତି ସବୁ ଯୋଡ଼ି ହୋଇରହିଛି, ସେସବୁ କ୍ୱଚିତ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଦଳମତ ନିର୍ବିଶେଷରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭକରି ଜାତୀୟସ୍ତରୀୟ ବିଶିଷ୍ଟ ନେତାମାନଙ୍କ ଶୋକବାର୍ତ୍ତା ଅନୁଧ୍ୟାନ କଲେ ବେଶ୍ ବୁଝି ହୁଏ ବିଜୁ ପଟ୍ଟନାୟକ ଜାତୀୟ ଜନଜୀବନକୁ କେତେ ପରିମାଣରେ ପ୍ରଭାବିତ କରିପାରିଥିଲେ। ତାଙ୍କ ଜୀବନର ବହୁ ଅଜ୍ଞାତ ଅଧ୍ୟାୟ… [read more]