Blog

Tag: Basant Das

ବିଜୁ ପଟ୍ଟନାୟକଙ୍କ ଶାସନର ଓଡ଼ିଶାକୁ ସବୁଠାରୁ ବଡ଼ଦାନ ହେଉଛି ପାରାଦୀପ ବନ୍ଦର । ସେ ସମୟରେ ପାରାଦୀପ ଏକ ଅଗମ୍ୟ ଅଂଚଳ ଥିଲା । ସେଠାକୁ ଯିବା ନିମନ୍ତେ ମଟର ରାସ୍ତା କିମ୍ବା ରେଳଲାଇନ୍ ନ ଥିଲା । କିନ୍ତୁ ସେସବୁ ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସମ୍ମତି ହାସଲ କରିବାରେ ସକ୍ଷମ ହୋଇଥିଲେ ।… [read more]