କ୍ଷୀରୋଦ କୁମାର ଜେନା କୁହାଯାଏ, ଯଦି ବିଜୁ ପଟ୍ଟନାୟକ ରାଜନୀତିକୁ ଆସିନଥାନ୍ତେ, କେବଳ ଶିଳ୍ପପତି ଭାବେ ମନୋନିବେଶ କରିଥାନ୍ତେ, ତା’ହେଲେ ଟାଟା, ବିରଳାଙ୍କ ଶିଳ୍ପ ସାମ୍ରାଜ୍ୟ ସହ ଟକ୍କର ଦେଇଥାନ୍ତା ତାଙ୍କର ଶିଳ୍ପସମୂହ। ଏଭଳି କୁହାଯିବାର ତାତ୍ପର୍ଯ୍ୟ ହେଉଛି, ଶିଳ୍ପ କ୍ଷେତ୍ରରେ ତାଙ୍କର ଥିବା ଦୂରଦୃଷ୍ଟି। ଶିଳ୍ପ ସଂକ୍ରାନ୍ତରେ କୌଣସି ପୃଷ୍ଠଭୂମି ନଥିଲେ ମଧ୍ୟ ଆଧୁନିକ ଜ୍ଞାନ କୌଶଳରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଓ ସ୍ୱକୀୟ ଢାଂଚାରେ ଏହାର ପରିଚାଳନା କରି ସଫଳତାର ଶିଖରରେ ପହଞ୍ଚାଇବାରେ… [read more]