Blog

Tag: Biju Babu

ବୁଲା ନିଶା–୧ ବିଜୟାନନ୍ଦ ପଟ୍ଟନାୟକ ଆମକୁ ଖରା ଛୁଟି ଭଳି ମାସ ମିଳେ। ବୁଲାବୁଲି କରିବା ପାଇଁ ଏହି ଛୁଟିଟା ଆମ ପକ୍ଷରେ ସବୁଠାରୁ ଉପଯୁକ୍ତ ସମୟ। ସୁତରାଂ କାଳ ବିଳମ୍ବ ନ କରି ଏହି ଛୁଟିରେ ଗୋଟାଏ ସାଇକେଲ୍‌ ଗସ୍ତ କରିବାକୁ ମନସ୍ଥ କଲୁ। ଅନେକଙ୍କୁ ଅନୁରୋଧ କରାଗଲା, କିନ୍ତୁ ମୋର ଜଣେ ସହପାଠୀ ଓ ଆଉ ଜଣେ ବନ୍ଧୁ ଛଡ଼ା ଅନ୍ୟ କେହି ରାଜି ହେଲେ ନାହିଁ। ଯଦିବା କେହି କେହି ମୁଣ୍ଡଟାକୁ ହଁ… [read more]

ବାଲିଲୋକ ଚୋର, ଏକଥା ବିଜୁବାବୁଙ୍କ ମୋଟେ ପସନ୍ଦ ହେଲାନି। ଅଫିସର ମହାଶୟ ହୁଏତ ସରକାରୀ ଦପ୍ତରର ଫାଇଲ୍‌ର ସଂକୋଚନ ଭିତରେ ବୁଡ଼ି ରହିଥିଲେ। ବିଜୁବାବୁଙ୍କ ଭଳି ଜଣେ ଉତ୍ତୁଙ୍ଗ ଓଡ଼ିଆର ସ୍ୱପ୍ନ-ସାକାର ମୁହୂର୍ତ୍ତର ଆନନ୍ଦ ଓ ଅଭିମାନକୁ କଳନା କରିପାରି ନ ଥିଲେ। ବିଜୁବାବୁ ସିଂହପରି ଗର୍ଜି ଉଠିଲେ, ‘yes wanted that’ ବାଲିର ଲୋକେ ମୋ ଓଡ଼ିଶା ବାନ୍ଧଶାଢ଼ିର ପ୍ରେମରେ ପଡ଼ି ଯଦି ଚୋରି କଲେ ତା’ଠାରୁ ବଳି ଗୌରବର କଥା କିଛି ହୋଇନପାରେ। ଯିଏ… [read more]

୧୯୫୧ର ବିଜାୟାନନ୍ଦ, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ନାମରେ ପରିଚିତ ହୋଇ ୧୯୫୧ରୁ ୧୯୯୭ ପର୍ଯ୍ୟନ୍ତ ଦୀର୍ଘ ୪୭ ବର୍ଷ ଧରି ରାଜନୈତିକ ଜୀବନର ସୁଦୀର୍ଘ ବନ୍ଧୁର ପଥ ଅତିକ୍ରମ କରିଥିଲେ। ସେ ଭିତରେ ସେ ଦୁଇଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଏହା ତାଙ୍କର ଆତ୍ମସନ୍ତୋଷ ପାଇଁ ଯଥେଷ୍ଟ କାରଣ ହୋଇପାରି ନ ଥିଲା। ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସେ ଓଡ଼ିଆବାସୀଙ୍କ ସୀମିତ ଆସ୍ପୃହାକୁ ଉଦ୍‌ଜୀବିତ କରାଇବା ଲକ୍ଷ୍ୟରେ ବହୁ ପ୍ରକାର ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଥିଲେ।… [read more]

ସେହି ଅବଦମିତ ମଣିଷଟି ଥିଲେ ଅତ୍ୟନ୍ତ ସ୍ପଷ୍ଟବାଦୀ । ମଣ୍ଡଳ କମିଶନଙ୍କ ରିପୋର୍ଟ ଏବଂ ରାଜ୍ୟମାନଙ୍କୁ ଅର୍ଥନୈତିକ ସ୍ୱତନ୍ତ୍ରତା ଉପରେ ତାଙ୍କର ସ୍ପଷ୍ଟ ମତ ଓ ସେ ସମୟରେ ଜାତୀୟ ରାଜନୀତିକୁ ଆନ୍ଦୋଳିତ କରି ଦେଇଥିଲା । ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଅପେକ୍ଷା ଜାତିର ସ୍ୱାର୍ଥ ଓ ଓଡ଼ିଶାର ସ୍ୱାର୍ଥକୁ ସେ ସର୍ବାଗ୍ରେ ରଖିଥିଲେ । ତତ୍କାଳିନ ଲାଭକ୍ଷତିର ହିସାବ ସେ ରଖୁନଥିଲେ । ସେ ଜଣେ ରାଜନେତା କମ୍, ଜଣେ ରାଷ୍ଟ୍ରନୀତିଜ୍ଞ ଅଧିକ ଥିଲେ… [read more]

ବିଜୁ ପଟ୍ଟନାୟକଙ୍କ ଶାସନର ଓଡ଼ିଶାକୁ ସବୁଠାରୁ ବଡ଼ଦାନ ହେଉଛି ପାରାଦୀପ ବନ୍ଦର । ସେ ସମୟରେ ପାରାଦୀପ ଏକ ଅଗମ୍ୟ ଅଂଚଳ ଥିଲା । ସେଠାକୁ ଯିବା ନିମନ୍ତେ ମଟର ରାସ୍ତା କିମ୍ବା ରେଳଲାଇନ୍ ନ ଥିଲା । କିନ୍ତୁ ସେସବୁ ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏକ ଦୁଃସାହସିକ ପଦକ୍ଷେପ ନେଇଥିଲେ । ସେଥିପାଇଁ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ସମ୍ମତି ହାସଲ କରିବାରେ ସକ୍ଷମ ହୋଇଥିଲେ ।… [read more]

ଅନ୍ୟ ପକ୍ଷରେ, ବିଜୁ ପଟ୍ଟନାୟକଙ୍କ ନାଁ ସହ ଯେଉଁ ବିରଳ ଯଶକୀର୍ତ୍ତି ସବୁ ଯୋଡ଼ି ହୋଇରହିଛି, ସେସବୁ କ୍ୱଚିତ ଲୋକଙ୍କ ଭାଗ୍ୟରେ ଜୁଟିଥାଏ। ସେ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ନ ଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ପରେ ଦଳମତ ନିର୍ବିଶେଷରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭକରି ଜାତୀୟସ୍ତରୀୟ ବିଶିଷ୍ଟ ନେତାମାନଙ୍କ ଶୋକବାର୍ତ୍ତା ଅନୁଧ୍ୟାନ କଲେ ବେଶ୍ ବୁଝି ହୁଏ ବିଜୁ ପଟ୍ଟନାୟକ ଜାତୀୟ ଜନଜୀବନକୁ କେତେ ପରିମାଣରେ ପ୍ରଭାବିତ କରିପାରିଥିଲେ। ତାଙ୍କ ଜୀବନର ବହୁ ଅଜ୍ଞାତ ଅଧ୍ୟାୟ… [read more]

ବିଜୁ ପଟ୍ଟନାୟକ ତାଙ୍କ ଜୀବଦ୍ଦଶା କାଳରେ ଦେଶ ଓ ପ୍ରଦେଶର ବିକାଶ ପାଇଁ ଯେଉଁ ସବୁ ଅର୍ଥନୈତିକ ତତ୍ତ୍ୱ କଥା କହୁଥିଲେ ଓ ନିଜେ କେତେକାଂଶରେ କାର୍ଯ୍ୟକାରୀ କରୁଥିଲେ ସେତେବେଳେ ସେହି ତତ୍ତ୍ୱକୁ ଅଧିକାଂଶ ଗ୍ରହଣ ନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସେହିସବୁ ତତ୍ତ୍ୱର ମୂଳ ଭିତ୍ତିକୁ ଆଧାର କରି ଦେଶର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ନଟବର ଖୁଣ୍ଟିଆ ପୂର୍ବେ ବଙ୍ଗବାସୀମାନେ କହୁଥିଲେ “What Bengal thinks today, India thinks tomorrow.” ଅର୍ଥାତ୍… [read more]